ସେ ଠିକରେ ଚାଲିପାରୁ ନାହାନ୍ତି କି ବସିପାରୁ ନାହାନ୍ତି। ବୁଧବାର ସନ୍ଧ୍ୟାରେ ପୁଟିନ୍ ମସ୍କୋସ୍ଥିତ ନିଜ ସରକାରୀ ବାସଭବନରେ ଶିଡିରୁ ଓହ୍ଲାଉଥିଲେ। ଆଉ ୫ଟି ଶିଡି ବାକି ଥିଲାବେଳେ ତାଙ୍କ ଗୋଡ ଖସିଯାଇଥିଲା। ଏହାପରେ ସେ ଗଡି ଗଡି ଯାଇ ତଳେ ପଡିଥିଲେ।ଏହି ସମୟରେ ‘ଅନିଚ୍ଛାକୃତ’ ଭାବେ ପ୍ୟାଣ୍ଟରେ ମଳତ୍ୟାଗ କରିଦେଇଥିଲେ। ଏହାଯୋଗୁ ସେ ନିଜକୁ ଅସହଜ ମନେ କରିଥିଲେ। ପାଖରେ ଥିବା ଅଙ୍ଗରକ୍ଷୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ।
ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇଥିଲେ। ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ଅଙ୍କୋଲୋଜି ଏବଂ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ୍ ସମସ୍ୟା ଯୋଗୁଁ ତାଙ୍କର ହଜମଜନିତ ସମସ୍ୟା ରହିଛି। ସେହି କାରଣୁ ପେଟ ସବୁବେଳେ ଖରାପ ରହୁଛି ଏବଂ ଶିଡିରୁ ପଡିଯିବାବେଳେ ଅଜାଣତରେ ସେ ମଳତ୍ୟାଗ କରିଦେଇଥିଲେ। ୟୁକ୍ରେନ ଯୁଦ୍ଧ ପର ଠାରୁ ସେ ଦୁର୍ବଳ ହୋଇପହଇଛନ୍ତି। ରୁଷ- ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ୯ ମାସ ବିତିଗଲାଣି। ହେଲେ ଏହା କେବେ ଥମିବ ତାହା ଉପରେ ସମସ୍ତଙ୍କ ନଜର
ବିଦେଶ ଖବର ଆହୁରି ପଢନ୍ତୁ