ତେବେ କେବଳ ରୁପେ ନୁହେଁ ଭାରତ ରେ ବିକଶିତ ହୋଇଥିବା ୟୂପିଆଇ, ଭିମ୍ ଆପ୍ ଏବଂ ଏନସିପିଆଇ ବ୍ୟବସ୍ଥା ଯେପରି ଅନ୍ୟ ଦେଶର ପେମେଣ୍ଟ ସିଷ୍ଟମ୍ ସହ କାରବାର କରିପାରିବ ସେଥିପାଇଁ ମଧ୍ୟ ସେଥିରେ ବୈଷୟିକ ବିକାଶ ଅଣାଯାଉଛି । ଏହାଦ୍ବାରା ଆମେରିକା ଏବଂ ଅନ୍ୟ ଦେଶଗୁଡ଼ିକରେ ଭାରତୀୟମାନେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ଆମେରିକାରେ ପାଠ ପଢ଼ୁଥିବା ଜଣେ ଭାରତୀୟ ଛାତ୍ରୀଙ୍କ ପ୍ରଶ୍ନରେ ଏହା ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ।
ବିଦେଶ ଖବର ଆହୁରି ପଢନ୍ତୁ ।