ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡିଛି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ। ରୁଷ ଜିଦରେ ଅଟଳ। ରୁଷର ଆଟାକ ପରେ ସମସ୍ତେ ଭୟଭୀତ। ଯେତେ ବୁଝାଇଲେ ରୁଷ ବୁଝିବାର ନାଁ ଧରୁନି।ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି ଧିରେ ଧିରେ ଜଟିଳ ହେଉଛି । ରୁଷ ପକ୍ଷରୁ ୟୁକ୍ରେନ ରାଜଧାନୀ କିଭରେ ଗୋଳାବର୍ଷଣ ଜାରି ରହିଛି ।
Anton #Gerashchenko, an advisor to the head of #Ukraine's Ministry of Internal Affairs, published footage in which, according to his information, the building of the regional police department in #Kharkiv is being attacked. pic.twitter.com/pH10cb6rpH — NEXTA (@nexta_tv) March 2, 2022