ପେଶୱାରର ପୋଲିସ୍ ଲାଇନ ନିକଟରେ ଥିବା ମସଜିଦ ଭିତରେ ଏହି ବିସ୍ଫୋରଣ ଘଟିଛି । ମସଜିଦରେ ପ୍ରାର୍ଥନା ପାଇଁ ଅନେକ ଲୋକ ଏକାଠି ହୋଇଥିଲେ । ବିସ୍ଫୋରଣ ଫଳରେ କାନ୍ଥ ତଳେ ଚାପି ହୋଇ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ବିଦେଶ ଖବର ଆହୁରି ପଢନ୍ତୁ ।