ସ୍ୱିଜରଲ୍ୟାଣ୍ଡ ଫେଡେରାଲ କାଉସିଲ ଅଫ୍ ପବ୍ଲିକ ହେଲ୍ଥ ପକ୍ଷରୁ କୁହାଯାଇଛି ଯେ, ଏବେ ଭାରତରୁ ପର୍ଯ୍ୟଟକ ବୁଲିବାକୁ ଆସି ପାରିବେ । ଯଦି ସେମାନେ ଡବଲ ଡୋଜ୍ ଟିକା ନେଇଥିବେ ତେବେ କୌଣସି କୋଭିଡ ନେଗେଟିଭ୍ ରିପୋର୍ଟ ଦେବାକୁ ପଡିବ ନାହିଁ କିମ୍ବା କ୍ୱାରେନଣ୍ଟାଇନରେ ମଧ୍ୟ ରହିବାକୁ ପଡିବ ନାହିଁ । ତେବେ ଦ୍ୱିତୀୟ ଲହର ସମୟରେ ପର୍ଯ୍ୟଟକଙ୍କୁ ଅନୁମତି ଦେବାରେ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଦେଶ ।
ଖୁସି ଖବର, ସ୍ୱିଜରଲ୍ୟାଣ୍ଡ ଯିବାକୁ ଫିଟିଲା ବାଟ

ଅର୍ଗସ ବ୍ୟୁରୋ: ଦେଶବାସୀଙ୍କ ପାଇଁ ଖୁସି ଖବର । ଏବେ ଆପଣ ଚାହିଁଲେ ସ୍ୱିଜରଲ୍ୟାଣ୍ଡ ଯାଇ ପୁଲି ପାରିବେ । ଯଦି ଆପଣ ଦୁଇ ଡୋଜ୍ କୋଭିସିଲ୍ଡ ଟିକା ନେଇ ସାରିଛନ୍ତି ତେବେ ସ୍ୱିଜରଲ୍ୟାଣ୍ଡ ଯାଇପାରିବେ । ଏନେଇ ସ୍ୱିଜରଲ୍ୟାଣ୍ଡ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
