20ଟି ଦେଶର ପ୍ରତିନିଧି ଦଳ ଏଥିରେ କରିବେ ଅଂଶଗ୍ରହଣ । ବିଭିନ୍ନ ଦେଶର ପ୍ରତିନିଧୀମାନେ ଅତିଥି ହୋଇ ଯୋଧପୁରରେ ପହଞ୍ଚିବା ନେଇ ବ୍ୟାପକ ଆୟୋଜନ କରାଯାଇଛି । ଯେଉଁଠାରେ ସ୍ପେନ, ନେଦରଲ୍ୟାଣ୍ଡ, ସିଙ୍ଗାପୁର ସମେତ ଅତିଥି ରାଷ୍ଟ୍ରମାନେ ଅଂଶଗ୍ରହଣ କରିବେ ।
ଜି-20 ରୋଜଗାର ୱାର୍କିଂ ଗ୍ରୁପ୍ ର ପ୍ରଥମ ବୈଠକ ଅନୁଷ୍ଠିତ ହେବ

ଅର୍ଗସ ବ୍ୟୁରୋ: ଆଜିଠୁ ଆରମ୍ଭ ହେବ ଜି-୨୦ ସମ୍ମିଳନୀ। ଆଜିଠାରୁ ଯୋଧପୁର ସହରରେ ଆରମ୍ଭ ହେବ ଜି-20 ସମ୍ମିଳନୀ ।ଜି-20 ରୋଜଗାର ୱାର୍କିଂ ଗ୍ରୁପ୍ ର ପ୍ରଥମ ବୈଠକ ଅନୁଷ୍ଠିତ ହେବାର ସୂଚନା ରହିଛି । ଫେବୃଆରୀ 4 ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ସମ୍ମିଳନୀ । ଦୁଇ ଦିନିଆ ବୈଠକରେ ସାମାଜିକ କାର୍ଯ୍ୟକ୍ରମ ହେବ । ବୈଠକରେ ତିନିଟି ବିଷୟବସ୍ତୁ ଉପରେ ଆଲୋଚନା କରାଯିବାର ସୂଚନା ରହିଛି ।
Download Argus News App
