ରିପୋର୍ଟ ଅନୁଯାୟୀ, ନିକି ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥପତ୍ର ହାସଲ କରିବପାଇଁ ଫେବୃୟାରୀ ୧୫ରେ ରଣନୀତି ଘୋଷଣା କରିବେ। ରିପବ୍ଲିକାନ ପାର୍ଟିର ପ୍ରାଥମିକ ନିର୍ବାଚନ ତାଳିକାରେ ସାଉଥ କାରୋଲିନା ତୃତୀୟ ସ୍ଥାନରେ ରହିଛି। ଅର୍ଥାତ ଏହାପୂର୍ବରୁ ୨ଟି ରାଜ୍ୟରୁ ପ୍ରାର୍ଥୀ ଚୟନ କରାଯିବ। ନିକିଙ୍କ ପୂର୍ବରୁ କେବଳ ଟ୍ରମ୍ପ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି।
ବିଦେଶ ଖବର ଆହୁରି ପଢନ୍ତୁ ।