ଅଧିକ ପଢନ୍ତୁ: ୧୦ ଦିନ ପରେ ଭାରତ ଫେରିଛନ୍ତି ଏନଡିଆରଏଫ ଟିମ୍
ଏଥିରେ ଉଭୟ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୬ ହଜାରରୁ ଅଧିକ ହୋଇଛି । କେବଳ ତୁର୍କୀରେ ୪୧ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଦେଢ଼ ଲକ୍ଷରୁ ଅଧିକ ବିଲ୍ଠି ଭୁଶୁଡ଼ି ପଡ଼ିଛି। ନିକଟରେ ତୁର୍କୀ-ସିରିୟାରେ ହୋଇଥିବା ଭୂ-କମ୍ପ ପରେ ସେଠାରେ ଥିବା ଲୋକଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଫେବୃୟାରୀ ୬ରେ ତୁର୍କୀରେ ୭.୮ ତୀବ୍ରତାଯୁକ୍ତ ଭୂ-କମ୍ପ ପରେ ତୁର୍କୀରେ ଧ୍ବଂସାବଶେଷରେ ପରିଣତ ହୋଇଛି।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ