ଏହି କାର୍ଯ୍ୟକଳାପ ପରେ ରାତି ସାରା ଡିଫେନ୍ସ ସିଷ୍ଟମ ରାତି ସାରା ସଜାଗ ଥିଲା । ବାଗାଦାଦ୍ ର ଗ୍ରୀନ ଜୋନ ଅଞ୍ଚଳରେ ରକେଟ ମାଡ ହୋଇଥିବା କୁହାଯାଉଛି ।
Three rockets fired at US embassy in Baghdad, reports AFP News Agency, quoting Iraq Army — ANI (@ANI) July 8, 2021
ଅର୍ଗସ ବ୍ୟୁରୋ: ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ରକେଟ ମାଡ । ଗତକାଲି ବିଳମ୍ବିତ ରାତିରେ 3ଟି ରକେଟ୍ ମାଡ ହୋଇଥିବା ନେଇ ଇରାକ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦିନ ପୂର୍ବରୁ ଆମେରିକା ସେନା ଦୂତାବାସ ନିକଟରେ ବୁଲୁଥିବା ଏକ ଡ୍ରୋନକୁ ଠାବ କରାଯାଇ ନଷ୍ଟ କରିଦିଆଯାଇଥିଲା ।