ତେବେ ଭାରତ ସହ ଆମେରିକାର ପଲିସିଠାରୁ ଆରମ୍ଭ କରି କୋଭିଡ ପରିଚାଳନା ପ୍ରସଙ୍ଗ ସବୁଥିରେ ଉଭୟଙ୍କ ଭିନ୍ନ ଭିନ୍ନ ମତ ରହିଛି ଆମେରିକା । ଆସନ୍ତାବର୍ଷ ଜାନୁଆରୀ 6 ରେ ଘୋଷଣା ହେବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାଁ ।
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ଅର୍ଗସ ବ୍ୟୁରୋ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଟ୍ରମ୍ପ ପୁଣିଥରେ କ୍ଷମତାକୁ ଫେରିପାରିବେ କି ନାହିଁ ତାହା ଉପରେ କଳ୍ପନା ଜଳ୍ପନା ଲାଗି ରହିଛି। ଅନେକ ରାଜନୈତିକ ବିଶେଷଜ୍ଞଙ୍କ ମତ ଯେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରିପାରନ୍ତି। ଏଥର ଜୋ ବିଡେନଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।
Download Argus News App
