ଜୁଲି, ରୋମିଓ ଓ ଅନ୍ୟ ଦୁଇଟି କୁକୁର ଅପରେସନ୍ ଦୋସ୍ତରେ ସାମିଲ ହୋଇ ଏବେ ତୁର୍କୀରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଜୁଲି କିପରି ଜଣେ ଶିଶୁକନ୍ୟାକୁ ମାଟିପଥର ଗଦାତଳୁ ଜୀବନ୍ତ ଅବସ୍ଥାରେ ଚିହ୍ନଟ କରିବାରେ ସଫଳ ହୋଇଥିଲା ସେକଥା ବର୍ଣ୍ଣନା କରିଛନ୍ତି ଏହାର ତାଲିମଦାତା ।
ପ୍ରଶଂସା ସାଉଁଟିଛି ଜୁଲି

ଅର୍ଗସ ବ୍ୟୁରୋ : ତୁର୍କୀରେ ୬ ବର୍ଷର ଶିଶୁକୁ ପଥରଗଦା ତଳୁ ଉଦ୍ଧାର କରି ବେଶ୍ ପ୍ରଶଂସା ସାଉଁଟିଛି ଜୁଲି । ଲାବ୍ରାଡ଼ର ପ୍ରଜାତୀର ତାଲିମପ୍ରାପ୍ତ ଜୁଲି ହେଉଛି ତୁର୍କୀ ଭୂମିକମ୍ପ ଉଦ୍ଧାର କାର୍ଯ୍ୟରେ ଭାରତରୁ ଯାଇଥିବା ଡଗ୍ ସ୍କ୍ବାର୍ଡ଼ର ଅନ୍ୟତମ ସଦସ୍ୟ ।
Download Argus News App
