ଆମେରିକୀୟ ବ୍ରୋଡକାଷ୍ଟ କମ୍ପାନୀ ଅନୁଯାୟୀ କାବୁଲ ବିମାନବନ୍ଦରର ନର୍ଥ ଗେଟ୍ ନିକଟରେ କାର ବୋମା ବିସ୍ଫୋରଣ ହୋଇପାରେ । ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ ଆମେରିକା କାବୁଲରେ ଥିବା ନିଜର ସୈନ୍ୟ ଏବଂ ସାଧାରଣ ନାଗରିକଙ୍କୁ ସତର୍କ କରାଇଛି । ଏପରି ସିରିଏଲ ବ୍ଲାଷ୍ଟ ପରେ କାବୁଲ ଓ ପୁରା ଆଫଗାନିସ୍ତାନରେ ଆତଙ୍କର ମାହୋଲ ଦେଖା ଦେଇଛି ।