Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ବିବାହ ସରିବା ମାତ୍ରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ନବଦମ୍ପତି
ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ସଦଗୁରୁ
ଅର୍ଗସ ବ୍ୟୁରୋ: ଭୋଟ ଦେଲେ ଆଧ୍ୟାତ୍ମିକ ଗୁରୁ ଓ ଇସା ପାଉଣ୍ଡେସନର ଫାଉଣ୍ଡର୍ ସଦଗୁରୁ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ସଦଗୁରୁ । ତାମିଲନାଡ଼ୁର କୋଏମ୍ବାଟୁରରେ ନିଜର ମତ ସାବ୍ୟସ୍ତ କରିଛନ୍ତି ସଦଗୁରୁ ଜାଗି ବାସୁଦେବ । #WATCH | Tamil Nadu: Sadhguru Jaggi Vasudev casts his vote for the first phase of #LokSabhaElections2024 in Coimbatore.
ଇରାନର ଅନେକ ସହର ଉପରେ ଇସ୍ରାଏଲର ମିଶାଇଲ ମାଡ
ଅର୍ଗସ ବ୍ୟୁରୋ : ଇରାନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଇଲ ମାଡ କରିଛି । ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ମଧ୍ୟ ମିସାଇଲ ମାଡ ହୋଇଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଇରାନର ଇସାଫହାନ ସହରର ବିମାନବନ୍ଦର ଉପରେ ମିଶାଇଲ ମାଡ ହୋଇଥିଲା । ଏଥିରେ ଆଖପାଖ ଅଂଚଳ ମଧ୍ୟ ଥରିଉଠିଥିଲା । ଏହି ଅଞ୍ଚଳରେ ଏକାଧି