ଉଥପ୍ପା ଲେଖିଛନ୍ତି, ‘ନିଜ ଦେଶ ଏବଂ ନିଜ ରାଜ୍ୟ କର୍ଣ୍ଣାଟକ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠୁ ବଡ଼ ସମ୍ମାନ । ତେବେ ସବୁ ଭଲ ମଧ୍ୟ ଅନ୍ତ ହେବା ଦରକାର ଏବଂ କୃତଜ୍ଞ ହୃଦୟ ସହ ମୁଁ ଭାରତୀୟ ଟିମର ସବୁ ଫର୍ମାଟରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଛି।
୨୦୦୬ ମସିହାରେ ଗୌହାଟୀରେ ଇଂଲଣ୍ଡ ବିପକ୍ଷ ଦିନିକିଆରୁ ସେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୪୬ଟି ଦିନିକିଆରେ ମୋଟ ୯୩୪ ରନ କରିଛନ୍ତି । ଏଥିରେ ୮୬ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।