ଭାରତର ନୋଇଡ଼ାଠାରେ ଥିବା ଏହାର ଶାଖାରେ ଭାରତର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ମହାମ ପ୍ରତିମୂର୍ତ୍ତି ଶୋଭାପାଉଛି । ସେମାନଙ୍କ ମଧ୍ୟରେ ଅଛନ୍ତି ମହାତ୍ମା ଗାନ୍ଧି, ନରେନ୍ଦ୍ର ମୋଦି, ଏପିଜେ ଅବ୍ଦୁଲ କାଲାମ, ବଲିଉଡ୍ କଳାକାର ଅନିଲ କପୁର ପ୍ରମୁଖଙ୍କ ମହମ ମୂର୍ତ୍ତି । ଏବେ ସେଠାରେ ବଲିଉଡ୍ ଅଭିନେତା ବରୁଣ ଧାଓ୍ବନଙ୍କ ମହାମ ପ୍ରତିମୁର୍ତ୍ତି ସ୍ଥାପନ କରାଯାଇଛି । ପ୍ରତିଦିନ ହଜାର ହଜାର ଦର୍ଶକ ନୋଇଡାର ଏହି ମ୍ୟୁଜିୟମ ଦେଖିବାକୁ ଆସିଥାନ୍ତି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।