ତେବେ ଚଳିତ ବର୍ଷ ମେ’ ପରେ ୟୁରୋପ, ଉତ୍ତର ଆମେରିକା ଏବଂ ଅନ୍ୟ ରାଷ୍ଟ୍ରମାନଙ୍କରେ ମଙ୍କିପକ୍ସ ବ୍ୟାପିବା ଆରମ୍ଭ କରିଛି। ଅନ୍ୟ ରାଷ୍ଟ୍ରମାନଙ୍କରେ ମଙ୍କିପକ୍ସ ଅତି ଦ୍ରୁତ ବେଗରେ ବ୍ୟାପିବାରୁ ଏହାକୁ ଏକ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରାଯାଇଛି। ୟୁରୋପରେ ମଙ୍କିପକ୍ସକୁ ନେଇ ଅଧିକ ବିପଦ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏହା ଦ୍ରୁତ ଗତିରେ ବ୍ୟାପିବା ବିପଦ ଥିବାରୁ ଏହା ପୂର୍ବରୁ ମଙ୍କିପକ୍ସକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରାଯାଇଛି। ମଙ୍କିପକ୍ସ ଯୋଗୁଁ ଏଯାବତ ୫ ଜଣଙ୍କ ମୃତ୍ୟୁ ହୋଇଛି।
ଏହାକୁ ଜାତିସଂଘ ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଥିବାରୁ ବିଶ୍ୱର ବିଭିନ୍ନ ଦେଶ ମିଳିତ ଭାବେ ଏହାର ମୁକାବିଲା କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିବେ। ତେବେ ମଙ୍କିପକ୍ସ ଯୋଗୁଁ କେବଳ ଆଫ୍ରିକାରେ ହିଁ ମୃତ୍ୟୁ ମାମଲା ସାମନ୍ନାକୁ ଆସିଛି।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।