କଳାଧଳା ଯୁଗରୁ ଆରମ୍ଭ ହୋଇ ଟେଲିଭିଜନ ଏବେ ସ୍ମାର୍ଟ ଏଲଇଡି ସ୍ତରରେ ପହଞ୍ଚିଲାଣି।ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ତୁଳନାରେ ବୟସ୍କ ଅଧିକ ସଂଖ୍ୟାରେ ଟିଭି ଦେଖୁଛନ୍ତି। ବୟସ୍କ ପୁରୁଷମାନେ ସମ୍ବାଦ ଦେଖିବାକୁ ପସନ୍ଦ କରୁଥିବାବେଳେ ମହିଳାମାନେ ଧାରାବାହିକ ପ୍ରତି ଆକୃଷ୍ଟ। ବିଶ୍ବରେ ଆମେରିକା ବାସିନ୍ଦା ସବୁଠୁ ଅଧିକ ସମୟ ଟିଭି ଦେଖୁଥିବା ଜଣାପଡ଼ିଛି।
କଳାଧଳା ଯୁଗରୁ ଆରମ୍ଭ ହୋଇ ଟେଲିଭିଜନ ଏବେ ସ୍ମାର୍ଟ ଏଲଇଡି ସ୍ତରରେ ପହଞ୍ଚିଲାଣି
Download Argus News App
