ଟମାଟୋ ପ୍ୟୁରୀ ପ୍ରସ୍ତୁତ କରି, ଏହାକୁ ଚେହେରାରେ ଲଗାଇ ୧୫ ରୁ ୨୦ ମିନିଟ ପରେ ଥଣ୍ଡା ପାଣି ଧୋଇ ଦିଅନ୍ତୁ ।
ଆଳୁକୁ ଗ୍ରାଇଣ୍ଡିଂ କରି ସେଥିରେ ମହୁ ମିଶାଇ ତ୍ୱଚାରେ ଲଗାଇ, କିଛି ସମୟ ମସାଜ କରି ଥଣ୍ଡା ପାଣିରେ ତ୍ୱଚାକୁ ଧୋଇବେ । ଏପରି କରିବା ଦ୍ବାରା, ତ୍ୱଚା ବେଦାଗ ହେବା ସହିତ କମୋଳ ହୋଇଥାଏ ।
ଏହି ଦିନରେ ପ୍ରତିଦିନ ତ୍ୱଚାରେ ଆଲୋଭେରା ଜେଲ ଲଗାଇବା ବହୁତ୍ ଲାଭଦାୟକ ।
ଓଟ୍ସକୁ ଗ୍ରାଇଣ୍ଡିଂ କରି ସେଥିରେ ଲେମ୍ବୁ ରସ ମିଶାଇ, ତ୍ୱଚାରେ ଲଗାଇ ସ୍କ୍ରବ କରି ପାରିବେ । ଏହା ତ୍ୱଚାକୁ ବେଦାଗ କରିବାରେ ସାହାଯ୍ୟ କରେ ।