- ବୟସ ବଢିବା ସହିତ, ଚର୍ମ ସମସ୍ୟା ଦେଖାଦିଏ । ଏହି ସମସ୍ୟା ପାଇଁ ପୁଦିନା ପତ୍ର ବେଶ ଉପକାରୀ । ପୁଦିନା ପତ୍ର ରସକୁ ତ୍ବଚାରେ ଲଗାଇବେ ଦ୍ବାରା, ଏହି ସମସ୍ୟା କମ୍ ହୋଇଥାଏ ।
-ଡାର୍କ ସର୍କଲ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଏଥିପାଇଁ ପୁଦିନା ପତ୍ର ବ୍ୟବହାର କରି ପାରିବେ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ପୋଦିନା ରସକୁ ତ୍ବଚାରେ ଲଗାଇ ୧୦ରୁ୧୫ ମିନିଟ୍ ପର୍ଯ୍ୟନ୍ତ ରଖିବେ । ଏହା ପରେ ତ୍ବଚାକୁ ଥଣ୍ଡା ପାଣିରେ ଧୋଇବେ । ଏପରି କରିବା ଦ୍ବାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ ।
-ପୁଦିନା ପେଷ୍ଟକୁ ସପ୍ତାହରେ ୨ ରୁ ୩ ଥର ତ୍ବଚାରେ ଲଗାଇବେ ଦ୍ବାରା, ଏହା ତ୍ବଚାକୁ ଉଜ୍ବଳ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ,ତ୍ବଚାରେ ଯେକୌଣସି ଦାଗ ଥିଲେ, ପୁଦିନା ପେଷ୍ଟରେ ଦହି ମିଶାଇ ତ୍ବଚାରେ ଲଗାଇ ପାରିବେ । ଏହା ଲଗାଇବେ ଦ୍ବାରା, ଏହା ତ୍ବଚାକୁ ବେଦାଗ କରେ ।