-ରୂପି ସମସ୍ୟାରୁ ରକ୍ଷା ପାଇବା ପାଇଁ, ସର୍ବପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ।
-ରୂପି ସମସ୍ୟା ପାଇଁ ଆଣ୍ଟି ଫଙ୍ଗାଲ ଶାମ୍ପୁ ବ୍ୟବହାର କରିବା ଭଲ ।
-କେଶ ମୂଳରେ ଲେମ୍ବୁ ଘଷିବା ଦ୍ବାରା, ମଧ୍ୟ ଏହି ସମସ୍ୟା କମ୍ ହୋଇଥାଏ ।
-କଂଚା ଅଣ୍ଡାକୁ ମୁଣ୍ଡରେ ଲଗାଇବା ଦ୍ବାରା, ମଧ୍ୟ ଏହି ସମସ୍ୟା କମ୍ ହୁଏ ।
-ଅଧିକ ରୂପି ହୋଇଥିଲେ, ପ୍ରତି ଦିନେ ଛାଡି ଦିନେ କେଶକୁ ଶାମ୍ପୁ କରି ଧୋଇ ପାରିବେ । ଓଦା କେଶକୁ ଅଧିକ ସମୟ ବାନ୍ଧି ରଖିବା ଅନୁଚିତ୍ ।