-କେଶରେ ରୂପି ସମସ୍ୟାକୁ ନେଇ ଚିନ୍ତାରେ ଥିଲେ, ଏଥିପାଇଁ ଚିନି ବେଶ ଉପକାରୀ ହୋଇଥାଏ । ଶାମ୍ପୁରେ ଚିନି ମିଶାଇ କେଶରେ ଲଗାଇ ସଫା କରିବା ଫଳରେ, ରୂପି ସମସ୍ୟା ଦୂର ହୋଇଥାଏ । ସପ୍ତାହକୁ ଏପରି ୨ ରୁ ୩ ଥର କରିପାରିବେ ।
-କେଶ ଶୁଷ୍କ ହୋଇଥିଲେ, ଚିନିରେ ଶାମ୍ପୁ ମିଶାଇ ମିକ୍ସ କରି , ସେହି ମିଶ୍ରଣକୁ କେଶରେ ଲଗାଇବେ । ଏହା କେଶକୁ ପ୍ରାକୃତିକ ଭାବେ କମୋଳ ଏବଂ ଚମକଦାର କରିଥାଏ ।
-କେଶକୁ ଘନ ଏବଂ ଲମ୍ବା କରିବାକୁ ଚାହୁଁଥିଲେ, ଶାମ୍ପୁ ଏବଂ ଚିନିକୁ ଏକାଠି ମିଶାଇ କେଶରେ ଲଗାଇବା ଫଳରେ, କେଶ ଘନ ଏବଂ ଲମ୍ବା ହୋଇଥାଏ । ସପ୍ତାହକୁ ଏହି ଉପାୟକୁ ୨ ରୁ ୩ ଥର ଆପଣାଇ ପାରିବେ ।