-କାକୁଡି ରସ,ଆଲୋଭେରା ଜେଲ,ଦହିକୁ ଏକାଠି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହି ପେଷ୍ଟକୁ ତ୍ୱଚାରେ ଲଗାଇ ଶୁଖିବା ଯାଏଁ ଛାଡିବେ । ଏହାପରେ ତ୍ୱଚାକୁ ଧୋଇ ସଫା କରିବେ ।
-ନଡିଆ ତେଲରେ ସାମାନ୍ୟ ହଳଦୀ ମିଶାଇ , ସେହି ମିଶ୍ରଣକୁ ତ୍ୱଚାରେ ଲଗାଇବେ । ୧୫ ରୁ ୨୦ ମିନିଟ ପରେ ତ୍ୱଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ୱାରା, ତ୍ୱଚାରେ କୁଞ୍ଚନ ପଡୁଥିବା ସମସ୍ୟା କମ ହୋଇଥାଏ ।
-ଗୋଲାପ ଜଳ,ମହୁ,ଦହିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି , ତ୍ୱଚାରେ ଲଗାଇବେ । ଏହା ଶୁଖିବା ପରେ ତ୍ୱଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ୱାରା କୁଞ୍ଚନ ସମସ୍ୟା କମ୍ ହେବା ସହିତ , ତ୍ୱଚାରେ ଚମକ ଆସିଥାଏ ।