-ପାଣିରେ କିଛି ଶୁଖିଲା ଗ୍ରୀନ୍-ଟି ପତ୍ର ପକାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ନେଇ ବ୍ଲାକହେଡ୍ସ ହୋଇଥିବା ସ୍ଥାନରେ ଲଗାଇ୧୫ ରୁ ୨୦ ମିନିଟ ପରେ ଧୋଇବେ । ଏପରି କରିବା ଦ୍ବାରା ଧିରେଧିରେ ଏହା ଦୂର ହୋଇଥାଏ ।
-କଂଚା ଅଣ୍ଡାର କେବଳ ଧଳା ଅଂଶକୁ ନେଇ ସେଥିରେ ମହୁ ପକାଇ ମିକ୍ସ କରିବେ । ତାପରେ ଏହି ମିଶ୍ରଣକୁ ନେଇ ତ୍ବଚାରେ ବ୍ଲାକହେଡ୍ସ ହୋଇଥିବା ସ୍ଥାନରେ ଲଗାଇ ଶୁଖିବା ଯାଏ ଛାଡିବେ । ଏହାପରେ ତ୍ବଚାକୁ ଧୋଇ ସଫା କରିବେ ।
-ଡାଲିଚିନି ପାଉଡରରେ, ଅଳ୍ପ ହଳଦୀ ପାଉଡର, ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ନେଇ ବ୍ଲାକହେଡ୍ସ ହୋଇଥିବା ସ୍ଥାନରେ ଲଗାଇ ଶୁଖିବା ଯାଏ ଛାଡିବେ । ଦେଖିବେ ଏପରି କରିବା ପରେ, ଫଳାଫଳ ନିଜେ ଅନୁଭବ କରି ପାରିବେ ।