ଏଥିରେ ଆଖିପତା କୁଣ୍ଡାଇ ହୋଇ ନାଲି ହୋଇଯାଏ ।ଏଥିପାଇଁ ପ୍ରଥମେ ହାତକୁ ଭଲଭାବେ ଧୋଇ ନିଅନ୍ତୁ । ଏହାପରେ ଆଣ୍ଟି ବ୍ୟାକ୍ଟେରିଆଲ ଡ୍ରପକୁ ଆଖିରେ ପକାନ୍ତୁ । ଫଳରେ ଇନଫେକ୍ସନ ଦୂର ହେବା ଦ୍ୱାରା ଆଖି ନାଲି କମିଯିବ ।ସଂକ୍ରମଣ କାରଣରୁ ଆଖି ନାଲି ପଡିଥାଏ ।
କାହିଁକି ଆଖି ପଡୁଛି ନାଲି ?

ଅର୍ଗସ ବ୍ୟୁରୋ: ଆଖି ଆମ ମୁହଁର ଶୂକ୍ଷ୍ମ ଅଙ୍ଗ।ଯାହାକୁ ସଫା ସୁତୁରା ରଖିବା ନିହାତି ଜରୁରୀ।କାହିଁକି ଆଖି ପଡୁଛି ନାଲି ? ଜାଣିଛନ୍ତି। ଏହା ଦେଖିବା ପରେ ସମସ୍ତେ ଭାରି ଡରି ଯାଆନ୍ତି। ଅନେକ ଲୋକଙ୍କର ପ୍ରାୟତଃ ଆଖି ନାଲି ପହଇଥାଏ। ଲାପଟପ କିମ୍ବା ଫୋନ ଅଧିକ ସମୟ ଧରି ଦେଖିବା ଦ୍ୱାରା ଆଖି ନାଲି ପଡିବାର ବଡ କାରଣ ହୋଇଥାଏ ।ଆଖିର ନାଲିପଣ ଏଲାର୍ଜି କାରଣରୁ ହୋଇଥାଏ ।ଯଦି ଆଖି ସର୍ବଦା ନାଲି ହୋଇ ରହୁଛି ତେବେ ଏହା ପଛରେ ବ୍ଲେଫରାଇଟିସ ନାମକ ଏକ ଭୟାନକ ରୋଗ ହୋଇପାରେ ।
Download Argus News App
