ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡା ଯିବେ ଜଷ୍ଟିସ ଜେ ପି ଦାସ !
ଆଜି ପୁଣି ତୃତୀୟ ଥର ପାଇଁ ଦେଶକୁ ସମ୍ବୋଧିତ କରିବେ ମୋଦି
ନୂଆଦିଲ୍ଲୀ: ଆଜି ପୁଣି ତୃତୀୟ ଥର ପାଇଁ ଦେଶକୁ ସମ୍ବୋଧିତ କରିବେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ 9ଟାରେ ଦେଶବାସୀଙ୍କୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବାର୍ତ୍ତା ଦେବେ । ଗୁରୁବାର ଦିନ ମୋଦି ନିଜ ଟୁଇଟ୍ରେ ଏହାର ସୂଚନା ଦେଇଥିଲେ । ଲୋକମାନେ ଯେପରି ଆଗକୁ ବଢି ଲକଡାଉନ୍ର ପାଳନ କରିଛନ୍ତି ଏବଂ ବାକି ଥିବା ଦିନ ମାନଙ୍କରେ ମଧ୍ୟ ଏପରି ଲକ୍ଡାଉନ୍ ପାଳନ କର ଓ ଏହା ଅବହେଳା କରନାହିଁ । ଏହି ସମ୍ପର୍କରେ ମୋଦି ଆଜି ଚର୍ଚ୍ଚା କରିବେ ।
ତେବେ ଲକ୍ଡାଉନ୍ ଆଗକୁ ବଢାଇବା ର ସମ୍ପର୍କରେ କିଛି ଘୋଷଣା ଆଜି ମୋଦି କରିବେ ନାହିଁ । ଲକ୍ଡାଉନ୍ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସମସ୍ୟା ଭୋଗୁଥିବା ଲୋକମାନଙ୍କ ଉପରେ ଚର୍ଚ୍ଚା ମଧ୍ୟ କାରିପାରନ୍ତି ଭିଡିଓ କନଫରେନ୍ସରେ ମୋଦି ।
Download Argus News App
