Bhakti: Bhabare Bhagabata | EP -437 | Argus News
ନିର୍ବାଚନ ପ୍ରସ୍ତୁତି: ସକାଳ 11 ଟାରେ ବୈଠକ ଡାକିଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟ ଅର୍ଥାତ୍ ମିଶନ୍ 2022 ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି।
ଏହାକୁ ଦୃଷ୍ଟିରେ ରଖି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଜି (ଜୁନ୍ 26) ଦିନ 11 ଟା ସମୟରେ ଏକ ବଡ ବୈଠକ ଡାକିଛନ୍ତି, ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ବିଜେପିର ସମସ୍ତ ମହାସଚିବ ମଧ୍ୟ ଉପସ୍ଥିତ ରହିବେ।
Download Argus News App
