ଅଧିକ ପଢନ୍ତୁ :ସାଂସଦ ପଦ ରଦ୍ଦ ପରେ ପ୍ରେସମିଟ୍ କଲେ ରାହୁଲ ଗାନ୍ଧି
ଆଲୋଚନାର ଅଧିକାର ଅଛି ଗାଳି ଦେବାର ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଳି ଦେଇଥିଲେ ରାହୁଲ୍ ଗାନ୍ଧି। ଆଜି ଯାଏଁ କାହିଁକି ଚୁପ ଥିଲା କଂଗ୍ରେସ।ପୁଣି ମିଛ କହିଛନ୍ତି ରାହୁଲ। ବିଦେଶ ଯାଇ ଭାରତ ଲୋକତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ବିନା ପ୍ରମାଣରେ ଦୋଷ ଦେଉଛନ୍ତି କେମିତି ରାହୁଲ୍ । ପ୍ରେସମିଟ କଲେ କିନ୍ତୁ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ରାହୁଲ ଗାନ୍ଧି ।