ଅଧିକ ପଢନ୍ତୁ : ଏକକାଳୀନ 36ଟି ସାଟେଲାଇଟର ଉତକ୍ଷେପଣ
ତେବେ ଏହି ଫଟୋ ସବୁକୁ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିବା ପରେ ଭାରତର ଚିତ୍ର ଖୁବ ଭାଇରାଲ ହୋଇଛି । ଓସେନସାଟ୍-୩ ସାଟେଲାଇଟ୍ କୁ ୨୬ ନଭେମ୍ବର ୨୦୨୨ରେ ଲଞ୍ଚ କରାଯାଇଥିଲା । ଏହି ସାଟେଲାଇଟ୍ ଦ୍ବାରା ଇସ୍ରୋ ପକ୍ଷରୁ ସମୁଦ୍ର ସହ ବାୟୁମଣ୍ଡଳର ଅଧ୍ୟୟନ କରାଯାଉଛି ।