ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ମହାମାରୀ କୋରୋନା କବଳରେ ବିଏସଏଫ ଅଫିସର, କ୍ୱାରେଣ୍ଟାଇନ୍ରେ ୫୦ ଯବାନ
ନୂଆଦିଲ୍ଲୀ: ମହାମାରୀ କୋରୋନା କବଳରେ ବିଏସଏଫ ଅଫିସର । ମଧ୍ୟପ୍ରଦେଶର ଟେକନପୁର ବର୍ଡରରେ ମୁତୟନ ଥିବା ବିଏସ୍ଏଫର ଜଣେ ଅଧିକାରୀଙ୍କ ନିକଟରେ କୋରୋନା ପଜେଟିଭ୍ ମିଳିଛି । ଏହି ଅଫିସର ଜଣଙ୍କ ସଂସ୍ପର୍ଶରେ ଆସିଥିବା 50 ଯବାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ବିଏସଏଫର ଡାକ୍ତର ଏହି ଯବାନମାନଙ୍କୁ ଚିକିତ୍ସା କରୁଛନ୍ତି ।
ତେବେ ସୂଚନାମୁତାବକ 57 ବର୍ଷିୟ ବିଏସଅଫିସରଙ୍କ ସ୍ତ୍ରୀ କିଛି ଦିନ ହେବ ଲଣ୍ଡନରୁ ଫେରିଥିଲେ । କୁହାଯାଉଛି ଏହି ଅଫିସରଙ୍କୁ ତାଙ୍କ ସ୍ତ୍ରୀଙ୍କ ଠାରୁ କୋରୋନା ସଂକ୍ରମିତ ହୋଇଛି । ତେବେ ଅଧିକାରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Download Argus News App
