Really saddened to hear abt the accident,May God rest the souls of the deceased in peace,Protect n give strength to the families n the injured from this unfortunate accident. — Salman Khan (@BeingSalmanKhan) June 3, 2023
ଟ୍ବିଟ କରି ସଲମନ ଖାନ ଲେଖିଛନ୍ତି , ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିର ପରିବାରକୁ ଭଗବାନ ଶକ୍ତି ଓ ସାହସ ଦିଅନ୍ତୁ . ସେହିପରି ବିରାଟ କୋହଲି ମଧ୍ୟ ଟ୍ବିଟ କରି ଲେଖିଛନ୍ତି, ଗୁରୁତର ହୋଇଥିବା ବ୍ୟକ୍ତି ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ. ତେବେ ସୂଚନା ମୁତାବକ ବାଲେଶ୍ବରରେ ଦିନ ୨.୩୦ ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି .
Saddened to hear about the tragic train accident in Odisha. My thoughts and prayers go out to the families who lost their loved ones and wishing a speedy recovery to the injured. — Virat Kohli (@imVkohli) June 3, 2023