Naba Das Death Case : ଧର୍ମେନ୍ଦ୍ର ଠିକ୍ କହିଛନ୍ତି : ସୁର
ଶୋଇଥିବା ଅବସ୍ଥାରେ ନିଆଁରେ ଚାଲିଗଲା ତିନି ଜୀବନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅମେଠି ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ମହିଳା ଓ ତାଙ୍କ ଦୁଇ ପିଲା ନିଆଁରେ ଜଳି ମୃତ୍ୟୁବରଣ କରିଛନ୍ତି । ଘଟଣା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ସୂଚନାମିଳିବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାମୁତାବକ ଅମେଠି ଜିଲ୍ଲାର ଶିବରତନଙ୍ଗଜ ଥାନା ଅଞ୍ଚଳରେ ଭବାନୀ ପୁର ଗାଁରେ ବିଳମ୍ବିତ ରାତିରେ ଘର ଭିତରେ ଶୋଇଥିବା ମହିଳା ସହ ଦୁଇ ପିଲା ନଆଁରେ ଜଳି ମୃତ୍ୟବରଣ କରିଥିଲେ । ତେବେ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।
Download Argus News App
