ଯେତେବେଳେ ମଧ୍ୟପ୍ରଦେଶରୁ 13 ରୁ 14ଘଣ୍ଟା ଜଣେ ଡ୍ରାଇଭର ଗାଡି ଚଳେଇ ଆସୁଛି ଓ ଅନ୍ୟପଟେ ବର୍ଷା ହେଉଛି। ନିଶ୍ଚୟ ତାକୁ ଥକ୍କା ଅନୁଭବ ହୋଇଥିବ। ଗାଡିଟି ଦୁର୍ଘଟଣା ଗ୍ରସ୍ତ ହେଲାବେଳେ ଅପରାଧୀ ଖସି ଯିବାକୁ ନିଶ୍ଚୟ ଚେଷ୍ଟା କରିଥିବ। ପୋଲିସ ବାଧ୍ୟ ହୋଇ ଏନକାଉଣ୍ଟର କିରିଛି। ଏହା ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ ବୋଲି କହିଛନ୍ତି। ପୂର୍ବତନ ଏନକାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମା।ସେ 35 ବର୍ଷ ଚାକିରୀ ସମୟରେ ମୁମ୍ବାଇରେ 150 ଏନକାଉଣ୍ଟର କରିଥିଲେ।
ବିକାଶ ଦୁବେ ଏନକାଉଣ୍ଟର ଘଟଣାରେ ପୂର୍ବତନ ଏନକାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ବିକାଶ ଦୁବେ ଏନକାଉଣ୍ଟର ଘଟଣାରେ ପୂର୍ବତନ ଏନ କାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଭାବୁଛି ଏହା ଏକ ଅସଲି ଏନକାଉଣ୍ଟର। ଯେତେବେଳେ 8 ଜଣ ପୋଲିସ ସହିଦ ହୋଇଥିଲେ, କୌଣସି ମାନବାଧିକାର କର୍ମୀ ଆଗକୁ ଆସିନଥିଲେ। କିନ୍ତୁ ଯେତେବେଳେ ପୋଲିସ କିଛି ଭଲ କାମ କରେ, କିଛି ଲୋକ ସେନେଇ ପ୍ରଶ୍ନ ଉଠାନ୍ତି।
ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ, ତଦନ୍ତ ଜାରି ରଖିଛି ପୋଲିସ

ଅର୍ଗସ ବ୍ୟୁରୋ: ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଚାଂଚଲ୍ୟ। କଲେଜର ହଷ୍ଟେଲରୁ ପ୍ଲସ-ଥ୍ରୀ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ଜୀବନ ହାରିଥିବା ସୁଇସାଇଡ ନୋଟରେ ଲେଖିଛନ୍ତି ରୁଚିକା । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ । ସେ ରଶି ଲଗାଇ ଆତ୍ମହତ୍ୟ
Download Argus News App
