ଅନଲକ୍-2.0 ଗାଇଡଲାଇନ୍
ଜୁଲାଇ ୩୧ ଯାଏ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
ଜୁଲାଇ ୧୫ରୁ କୋଭିଡ ନିୟମ ମାନି ଚାଲିବ ତାଲିମ କେନ୍ଦ୍ର
ସାରା ଦେଶରେ ରାତି ୧୦ରୁ ସକାଳ ୫ଟା ଯାଏ ଲାଗୁ ହେବ କର୍ଫ୍ୟୁ
ରାଜ୍ୟ ଭିତରେ ଓ ଅନ୍ତଃରାଜ୍ୟ ପରିବହନ ପାଇଁ ଦରକାର ନାହିଁ ଅନୁମତି
ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍ଖା, ମଦ, ତମାଖୁ ସେବନ ନିଷିଦ୍ଧ
ମେଟ୍ରୋ, ବିମାନ ସେବା ବନ୍ଦ ରହିବ
ସିନେମା ହଲ, ବାର, ଜିମ ବନ୍ଦ ରହିବ
କଣ୍ଟେନମେଣ୍ଟ ଅଞ୍ଚଳ ସ୍ଥିର କରିବେ ଜିଲ୍ଲାପାଳ