ତେବେ ଏହାରି ଭିତରେ ରାଜଧାନୀ ଦିଲ୍ଲୀରୁ ଆସିଛି ଭଲ ଖବର । ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଅଧିକ ରୋଗୀ ଠିକ୍ ହୋଇଛନ୍ତି । ଯଦି ସାରା ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 21 ଲକ୍ଷକୁ ଟପିସାରିଛି । କେବଳ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 31 ଲକ୍ଷରେ ପହଞ୍ଚିଛି । ୟୁରୋପୀୟ ଦେଶ ପରେ ଏବେ ବ୍ରାଜିଲ, ପେରୁ, ମେକ୍ସିକୋ ପରି ଦେଶରେ ସ୍ଥିତି ଅଧିକ ସଙ୍ଗୀନ ହେବାରେ ଲାଗିଛି ।
ଦେଶରେ 24 ଘଣ୍ଟାରେ 25 ହଜାର 548 ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଥମୁନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ 25 ହଜାର 548 ନୂଆ ଆକ୍ରାନ୍ତ ଚିହ୍ନଟ । ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 68 ହଜାର ପାର କରିଛି । କେବଳ ମହାରାଷ୍ଟ୍ରରେ ହିଁ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷକୁ ପାର କରିଛି । ମୃତ୍ୟୁ ସଂଖ୍ୟା ଏବେ 3 ହଜାର 982ରେ ପହଞ୍ଚିଛି । ମହାରାଷ୍ଟ୍ରରେ ପୁଣି 278 ପୋଲିସକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମହାରାଷ୍ଟ୍ରରେ ମୋଟ 5 ହଜାର 713 ପୋଲିସକର୍ମୀଙ୍କ ରିପୋର୍ଟ ପଜିଟିଭି ଆସିଛି । 71 ପୋଲିସକର୍ମୀଙ୍କ ଜୀବନ ନେଇସାରିଛି କୋରୋନା ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
