ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ଟି କୋରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି । ଡିଏସପିଙ୍କ ପରିବାରର ୪ ସଦସ୍ୟଙ୍କ ସହ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଧ୍ୟ କୋରୋନା ପଜିଟିଭ ଭାବରେ ଚିହ୍ନଟ ହୋଇଛନ୍ତି ।
ଡିଏସପିଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ୧୨୫ ଜଣଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା । ଏହି ୧୨୫ଟି ନମୁନା ମଧ୍ୟରୁ ୧୭ଟି କେସ୍ ପଜିଟିଭ ହୋଇଥିବା ସୂଚନା ମିଳିଛି ।