ତାଙ୍କୁ ତଳୁ ଉଠାଇବାକୁ ନିଜେ ରାଷ୍ଟ୍ରପତି ତଳକୁ ଓହ୍ଲାଇ ଆସିଥିଲେ। ସେ କୁହନ୍ତି ସରକାର ଏହି ପୁରସ୍କାର ମୋତେ ଦେଇ ନାହାନ୍ତି ବିଶ୍ୱବାସୀଙ୍କୁ ଦେଇଛନ୍ତି। ସେ ପ୍ରତିବର୍ଷ ପୁରୀ ମଧ୍ୟ ଆସନ୍ତି ।
ପୁରୀ ଜଗନ୍ନାଥ ମନ୍ଦିର ଆଗରେ ବସୁଥିବା ଗରିବ ଲୋକଙ୍କୁ ପ୍ରଣାମ କରି ଦାନ ମଧ୍ୟ ଦିଅନ୍ତି। ୬ ବର୍ଷ ବୟସରେ ସେ ଘର ତ୍ୟାଗ କରିଥିଲେ।। ସେତେବେଳେ ତାଙ୍କର ପିତାମାତା ଏକାସଙ୍ଗେ ମୃତ୍ୟୁବରଣ କରିଥିଲେ। ସ୍ୱାମୀ ଓମକାର ନନ୍ଦ ଗୋ ସ୍ୱାମୀ ତାଙ୍କୁ ଶିକ୍ଷା ଦେଇଥିଲେ।