ଏହି ଦୁଇଟି radar ଦ୍ୱାରା ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ସଠିକ ଆକଳନ ପାଇଁ ସହାୟକ ହେବ। ବାଲେଶ୍ୱର ର thunderstorm ରିସର୍ଚ୍ଚ ସେଣ୍ଟର ପାଇଁ ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ। equipment କିଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦେଶରେ 2025 ସୁଦ୍ଧା 62 ଟି radar ଲାଗିବା ପାଇଁ ଯୋଜନା ହେଉଛି। 27 ଟି radar ବର୍ତ୍ତମାନ ସୁଦ୍ଧା ଆମ ପାଖେ ରହିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।