ରାଜସ୍ଥାନର ସିକରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦି 1.25 ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମ୍ପୃଦ୍ଧି କେନ୍ଦ୍ରକୁ କୃଷକ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।
ଏହି ଅବସରରେ ପିଏମ୍ କହିଛନ୍ତି, କୃଷକଙ୍କ ପରିଶ୍ରମ ଦ୍ଵାରା ମାଟିରୁ ସୁନା ତିଆରି କରନ୍ତି । ଦୀର୍ଘ ୯ ବର୍ଷ ଧରି କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ଅନେକ କାର୍ଯ୍ୟ କରାଯାଇଛି । ଚାଷରୁ ବଜାର ସଵୁଠି କୃଷକଙ୍କ ହକ୍ ପାଇଁ କାମ କରୁଛି ଆମ ସରକାର । ପିଏମ୍ କିସାନ ସମୃଦ୍ଧି କେନ୍ଦ୍ରରେ ଚାଷକୁ ନେଇ ଚାଷୀମାନେ ସମସ୍ତ ସୂଚନା ପାଇପାରିବେ ।
ଆହୁରି ପଢନ୍ତୁ ଭାରତ ଖବର...