ଲୋକ ଏକ ଦେଶୀ ଯାନ୍ତ୍ରିକ ଡଙ୍ଗାରେ ଯାତ୍ରା କରୁଥିବାବେଳେ ଏପରି ଦୁର୍ଘଟଣା ଘଟିଛି। କ୍ଷମତା ଠାରୁ ଅଧିକ ଯାତ୍ରୀ ଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିବା କୁହାଯାଉଛି।
ନିଖୋଜଙ୍କ ମଧ୍ୟରେ ଜଣେ ରେଭେନ୍ୟୁ ଅଧିକାରୀ ସଞ୍ଜୁ ଦାସଙ୍କ ସମେତ କେତେକ ସ୍କୁଲ ପିଲା ଥିବା କୁହାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଏନ୍ଡିଆରଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।