BIG BREAKING : ପରୀକ୍ଷା ରେ କରୋନା ମାଡ...
ଅର୍ଗସ ନ୍ୟୁଜ: ରକ୍ତରଞ୍ଜିତ ହେଲା ବିଜାପୁରର ଜଙ୍ଗଲ । ନକ୍ସଲ-ସେନା ଗୁଳିବିନିମୟରେ 22 ଯବାନ ସହିଦ ହୋଇଥିବାବେଳେ 31 ଯବାନ ଆହତ ହୋଇଛନ୍ତି । ସେପଟେ ଜବାବି ଆକ୍ରମଣରେ 25 ରୁ 30 ମାଓବାଦୀ ନିହତ ହୋଇଥିବା ଦାବି କରିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂହ ।
ସୂଚନାଯୋଗ୍ୟ, ଛତିଶଗଡରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ 23 ଜଣ ଯବାନ ସହିଦ ହୋଇଛନ୍ତି । ଗୁଳିବିନିମୟ ସ୍ଥଳରୁ 22 ଜଣ ଯବାନଙ୍କ ମୃତ ଦେହ ମିଳିଛି । ସେହିପରି 32 ଜଣ ଯବାନ ଆହାତ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ତେବେ ହାଡ୍କୋର ମାଓବାଦୀ ହିଡମାକୁ ଧରିବାକୁ ଚାଲିଥିଲା ଅପରେସନ । NIA କରିପାରେ ଘଟଣାର ତଦନ୍ତ ।