ସୂଚନାନୁସାରେ, ସୋପିଆନ୍ କାନିଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ଆସିଥିଲା । ଯାହା ପରେ ଏହି ଅଞ୍ଚଳଟି ପୂରା କର୍ଡନ କରିଥିଲେ ଭାରତୀୟ ସେନା । ଏହା ଜାଣିବା ପରେ ଆତଙ୍କବାଦୀମାନେ ଆରମ୍ଭ କରିଦେଇଥିଲେ ଗୁଳିବିନିମୟ । ତେବେ ପାଲଟା ଜବାବ ଦେଇଥିଲେ ଭରାତୀୟ ସେନା । ଫଳରେ ୩ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ଯବାନ ।
Jammu and Kashmir: Encounter started between terrorists and security forces at Kanigam area of Shopian district of South Kashmir. More details awaited — ANI (@ANI) May 5, 2021