୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳେ ଥିଲେ ବି ଧିରେଧିରେ ବଢୁଛି ।
ବଢ଼ୁଛି ଦେଶରେ କରୋନା ସଂକ୍ରମଣ ମାମଲା, ଆଜି ୩୩୭୫୦ ଆକ୍ରାନ୍ତ ଚିହ୍ନଟ

ଅର୍ଗସ ବ୍ୟୁରୋ: ଦେଶରେ ପୁଣି ବଢ଼ିଲାଣି କରୋନା ସଂକ୍ରମଣ ମାମଲା। ସାମାନ୍ୟ କମିଥିବାବେଳେ ପୁଣି ବଢ଼ିଛି ସଂକ୍ରମଣ। ଯାହାକୁ ନେଇ ଚିନ୍ତା ପ୍ରକଟ ହେଉଛି। କେବଳ ସେତିକି ନୁହେଁ ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି । ୨୪ ଘଣ୍ଟାରେ ୩୩୭୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି ।
Download Argus News App
