ସେହିପରି ଘରୋଇ ଭାରତୀୟ ଟିମ ଘରୋଇ ଗ୍ରାଉଣ୍ଡରେ ରେକର୍ଡକୁ କାଏମ ରଖିବାକୁ ପ୍ରଚେଷ୍ଟା କରିବ। ଟି-ଟ୍ବେଣ୍ଟି ସିରିଜରେ ଭାରତୀୟ ଦଳର ସିନିୟର ମାନଙ୍କୁ ବିଶ୍ରାମ ଦିଆଯାଇଥିଲେ ହେଁ ଯୁବ ଖେଳାଳିଙ୍କୁ ନେଇ ଗଠିତ ଟି-20 ଟିମ୍ ବହୁତ ସୁଦୃଢ ରହିଛି।ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ଟିମରେ ମଧ୍ୟ ବହୁ ଅଭିଜ୍ଞ ଖେଳାଳି ସ୍ଥାନ ପାଇଛନ୍ତି। ଶୃଙ୍ଖଳିତ ଢଙ୍ଗରେ ନ୍ୟୁଜିଲାଣ୍ଡ ଲଢୁଆ ପ୍ରଦର୍ଶନ ଜାରି ରଖିଥିବା ବେଳେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।