ଭୂଗର୍ଭର ୨୮ କି.ମି.ତଳେ ଏହାର କେନ୍ଦ୍ରସ୍ଥଳ ବୋଲି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି। ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ଅଥବା କେହି ମୃତାହତ ହୋଇଥିବାର ରିପୋର୍ଟ ହୋଇନାହିଁ।
ଗତସପ୍ତାହରେ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ସଂଘଠିତ ଭୂମିକମ୍ପ ଯୋଗୁଁ ଜମ୍ମୁ ଓ କଶ୍ମୀର ଏବଂ ଅନ୍ୟାନ୍ୟ ଉତ୍ତରାଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା।
Earthquake of magnitude:4.1 occurred around 05:03:34 IST, today at 39km E of Uttarkashi, Uttarakhand, pic.twitter.com/VUkLHtUR4T — ANI (@ANI) February 12, 2022