ଅଧିକ ପଢନ୍ତୁ: ପୁଣି ଭୂକମ୍ପ ଝଟକାରେ ଥରହର ତୁର୍କୀ-ସିରିଆ ସୀମା
ତବେ ଗତ କିଛି ମାସ ହେବ ନେପାଳରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି । ଏହା ପୂର୍ବରୁ ଜାନୁଆରି ୨୪ ରେ ନେପାଳରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଅନ୍ୟପଟେ ଉତ୍ତରାଖଣ୍ଡରେ ମଧ୍ୟ ଆଜି ଭୂକମ୍ପ ଅନୁଭୁତ ହୋଇଛି ।
ଅଧିକ ବିଦେଶ ନ୍ୟୂଜ଼ ପଢନ୍ତୁ
ଦିନ ସାଢ଼େ ଗୋଟେରେ ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ପିଥୋରାଗଡ଼ଠାରୁ ୧୪୩ କିଲୋମିର ଦୂର ଏବଂ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ରହିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ଥିବା ଜଣାପଡ଼ିଛି ।
ପ୍ରାକୃତିକ ଦୁର୍ବିପାକ ବିଷୟରେ ଖବର ପଢ଼ନ୍ତୁ ।