Jammu & Kashmir | An encounter is underway between terrorists and security forces at Puchal area of Pulwama
(Visuals deferred by unspecified time) pic.twitter.com/ANy1M7cjQc — ANI (@ANI) July 8, 2021
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟାକଳାପ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିବାକୁ ସୁରକ୍ଷାକର୍ମୀ ଅଣ୍ଟା ଭିଡିଛନ୍ତି । ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କ ଏନକାଉଣ୍ଟର ସୁରକ୍ଷାକର୍ମୀଙ୍କ ସଫଳତା ବୟାନ୍ କରୁଛି ।
5 terrorists killed in 24 hours in Kashmir. Congratulations to police & security forces for conducting ops without collateral damage: IGP Kashmir Vijay Kumar — ANI (@ANI) July 8, 2021