ତେବେ ନୂଆ କରି ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିଛି ଆଦାନୀ ଗ୍ରୁପ୍ । ଆଦାନୀ ଗ୍ରୁପର ଟେଲିକମ କମ୍ପାନୀ ଆଦାନୀ ଡାଟା ନେଟୱର୍କ ୧୦୦ କୋଟି ଟଙ୍କା ଜମା କରିଛି । କେନ୍ଦ୍ର ସରକାର ମୋଟ ୪ ଦଶମିକ ୩ଲକ୍ଷ କୋଟି ଟଙ୍କାର ୭୨ ଗିଗାହର୍ଜ ସ୍ପେକ୍ଟ୍ରମର ନିଲାମ କରିବ । ନିଲାମରୁ ସରକାରଙ୍କୁ ୮୦ହଜାରରୁ ୧ଲକ୍ଷ କୋଟି ଟଙ୍କା ରାଜସ୍ୱ ମିଳିବ । ବିଡ୍ ହାସଲ କରିଥିବା କମ୍ପାନୀକୁ ୨୦ ବର୍ଷ ଯାଏ ୫ଜି ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ । ଆଦାନୀ ଗ୍ରୁପ ସ୍ପେକ୍ଟ୍ରମ କିଣିବାରେ ସଫଳ ହେଲେ ୫ଜିରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ । ଭାରତୀ ଏୟାରଟେଲର ସୁନୀଲ ମିତଲ ମଧ୍ୟ ଦୌଡ଼ରେ ଅଛନ୍ତି ।
ହାଇସ୍ପିଡ ଚାଲିବ ଇଣ୍ଟରନେଟ୍

ଅର୍ଗସ ବ୍ୟୁରୋ : ଉନ୍ନତ ଟେଲି ସେବା ପାଇଁ ୫ମ ପିଢ଼ିର ବୈଷୟିକ କୌଶଳ ଆପଣେଇବାକୁ ଯାଉଛି ଭାରତ । ଏଥିପାଇଁ ଆଜି ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମର ପ୍ରଥମ ରାଉଣ୍ଡ୍ । ଦୂର ସଞ୍ଚାର ବିଭାଗ ପ୍ରି-କ୍ୱାଲିଫାଏଡ୍ ବିଡର୍ସଙ୍କ ତାଲିକା ଜାରି କରିଛି । ନିଲାମରେ ଭାଗ ନେଇଛନ୍ତି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଓ ଆଦାନୀ ଗ୍ରୁପ୍ । ନିଲାମ ପାଇଁ ରିଲାଏନ୍ସ ଜିଓ ୧୪ହଜାର କୋଟି ଟଙ୍କା ଜମା କରିଛି । ଭାରତୀ ଏୟାରଟେଲ ୫ହଜାର ୫୦୦ କୋଟି ଟଙ୍କା ଓ ଭୋଡାଫୋନ୍ ଆଇଡିଆ ୨ହଜାର ୨୦୦ କୋଟି ଟଙ୍କା ଜମା କରିଛି ।
Inflation has eased, but its persistence at elevated levels warrants policy responses

Mumbai, Aug 18: Even though India's inflation has eased, it still remained above the Reserve Bank of India's (RBI) tolerance band and hence it warrants appropriate policy responses to anchor expectations going forward.
"Easing of supply chain pressures and the recent ebbing of commodity prices
Download Argus News App
