ପ୍ରତିବନ୍ଧକ ନହଟିବା ଯାଏ କଣ୍ଟ୍ରାକ୍ଟର ମାନେ କୌଣସି ସରକାରୀ କାମ ହାତେଇ ପାରିଵେ ନାହିଁ। ଏହି କଣ୍ଟ୍ରାକ୍ଟର ମାନେ ଫୁଟ ପାଥ, ନୂତନ ସଡକ, ମରାମତି ଏଵଂ ଡ୍ରେନ ଆଦି ତିଆରି କରିଵାକୁ ଟେଣ୍ଡର ହାତେଇଥିଲେ। ପରେ କାମରେ ହେଉଥିବା ଵିଳମ୍ଵ ଯୋଗୁ କଣ୍ଟ୍ରାକ୍ଟର ମାନଙ୍କୁ ପ୍ରଥମେ ଏକ ନୋଟିସ ଜାରି ହୋଇଥିଲା। କୌଣସି ସନ୍ତୋଷଜନକ ଉତ୍ତର ନମିଳିଵା ପରେ PWD କଡ଼ା ପଦକ୍ଷପ ଗ୍ରହଣ କରିଛି।
ସେହିଭଳି ସଡକ ନିର୍ମାଣରେ ଵିଳମ୍ଵ କରୁଥିଵା ଉତ୍ତରପ୍ରଦେଶର ଏକ କଣ୍ଟ୍ରାକ୍ଟର ୬ ମାସ ପାଇଁ ପ୍ରତିଵନ୍ଧିତ ହୋଇଛି। ସେ ଉତ୍ତରପ୍ରଦେଶ ଲିଙ୍କ ରୋଡ ନିର୍ମାଣ ପାଇଁ କାମ ହାତେଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର