ଆବେଦନ ତାରିଖ ଏକ ମାସ ପୁରିଯାଇଥିଲେ ବେଳେ ସୋମାଲିକା ବିବାହ କରିବା ପାଇଁ ସବ ରେଜିଷ୍ଟର କାର୍ଯ୍ୟଳୟରେ ପହଞ୍ଚିଥିଲେ। ହେଲେ ବିଧାୟକ ବିଜୟ ଶଙ୍କର ଦାସ ବିବାହ କରିବା ପାଇଁ ଆସିନଥିଲେ। ଶେଷରେ ଅପେକ୍ଷା କରି ନିରାଶ ହୋଇ ଫେରି ଯାଇଥିଲେ ସୋମାଲିକା। ଆଜି ସୋମାଲିକା ଜଗତସିଂହପୁର ସଦର ଥାନାରେ ବିଜୟ ଶଙ୍କର ବିବାହ ପ୍ରତିଶୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି।
ପ୍ରେମ କରି ଧୋକା ଦେଲେ ବିଜୟ ଶଙ୍କର

ଜଗତସିଂହପୁର : ପ୍ରେମ କରି ଧୋକା ଦେଲେ ବିଜୟ ଶଙ୍କର, କହିଥିଲେ ହେଲେ ଆସିଲେ ନାହିଁ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହ ମାମଲା ଏବେ ଥାନାରେ ପହଞ୍ଚିଛି। ଉଭୟ ପ୍ରେମ ବିବାହ ପାଇଁ ଗତ ମାସ 17 ତାରିଖରେ ଜଗତସିଂହପୁର ସବ ରେଜିଷ୍ଟର କାର୍ଯ୍ୟଳୟରେ ଆବେଦନ କରିଥିଲେ।
ଆଜିଠୁ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଜି ଗୁରୁତ୍ଵପୂର୍ଣ୍ଣ ଦିନ । ଆଜିଠୁ ଦୁଇ ଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଗୃହରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବେ ସିନ୍ଦେ । ସଂଖ୍ୟା ଗରିଷ୍ଠତା ହାସଲ ପରେ ସିନ୍ଦେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ବିଜେପି ଓ ସିନ୍ଦେ ମେଣ୍ଟ ପକ୍ଷରୁ ବିଜେପି ବିଧାୟକ ରାହୁ
Download Argus News App
