ସମ୍ପୃକ୍ତ ଘରୋଇ ହସ୍ପିଟାଲରେ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କମିଟି ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ଅଙ୍ଗଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ 3ଟି ଗ୍ରୀନ୍ କରିଡର ବନାଯାଇଥିଲା । ଅନମୋଲ୍ ଙ୍କ ଅଙ୍ଗଦାନ ଦ୍ୱାରା ଭୋପାଳ, ଇନ୍ଦୋର ଏବଂ ଅହମ୍ମଦାବାଦର 8 ଜଣ ନୂଆ ଜୀବନ ପାଇଛନ୍ତି । ବିଭିନ୍ନ ରୋଗୀଙ୍କ ଦେହରେ ଅନମୋଲଙ୍କ କିଡନି, ଆଖି, ଯକୃତ ଆଦି ପ୍ରତିରୋପଣ ହୋଇଛି ।
ଭାରତ ଖବର ଆହୁରି ପଢନ୍ତୁ